ଆଗେଇଚାଲିଛି ରଥ ନିର୍ମାଣ By Nandini News Last updated Jun 10, 2022 129 0 ପୁରୀ :ରଥଖଳାରେ, ତିନିରଥର ମୋଟ ୪୨ ଗୋଟି ଚକରୁ ୪୧ ଗୋଟି ଚକର ନିର୍ମାଣ ଶେଷ ହୋଇ ଶେଷ ଚକର ନିର୍ମାଣ ଅନ୍ତିମ ଚରଣରେ ପହଁଚିଛି । ଏଥି ସହ ରଥର ଦଣ୍ଡା ଚଉପଟ କାର୍ଯ୍ୟ ଚାଲିଥିବା ବେଳେ ଭୂଇଁ ଖମ୍ବିର ମୁହଁ ସାଲ କାର୍ଯ୍ୟ ଓ ଗରଗରା ଚଉପଟ କାର୍ଯ୍ୟ ଆଗେଇ ଚାଲିଛି । 0 129 Share