ପୁରୀ- ପୁରୀ ଜିଲ୍ଲା କୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ଲାଗି ସମସ୍ତ ଙ୍କ ସହଯୋଗ ଏକାନ୍ତ ଜରୁରୀ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ। ଶୁକ୍ରବାର ଅପରାହ୍ନରେ ଓସୱାନ ସଭାଗୃହ ଠାରେ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଆଗାମୀ ୧୨ ତାରିଖରେ ହେବାକୁ ଥିବା ଶିଶୁ ଶ୍ରମିକ ନିରୋଧ ବିଶ୍ଵ ଦିବସ ପାଳନ ସମ୍ପର୍କ ରେ ଆଲୋଚନା