ରାଇରଙ୍ଗପୁର – ଦିନକୁ ଦିନ ଆତ୍ମହତ୍ୟା ଜନିତ ଦୁଃଖଦ ଘଟଣା ହୁଏ ହୁଏ ହୋଇ ବୃଦ୍ଧି ପାଉଛି ।ବିଶେଷତଃ କରୋନା ମହାମାରୀ ପରଠାରୁ ପାରିବାରିକ ହିଂସା, ମହିଳା ନିର୍ଯାତନା, ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି । ହୋଇଥାଇପାରେ ପରିବାରର ଆର୍ଥିକ ଅନାଟନ, ଘରର ରୋଜଗାରିଆ ବ୍ୟକ୍ତିର ନିଶାଗ୍ରସ୍ତ ଆଚାର ଓ ବ୍ୟବହାର, ଲୋକଙ୍କ ହାତରେ କର୍ମ ସଂସ୍ଥାନ ଅଭାବ ।
ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଡବିଲ ଗ୍ରାମର ଜାନକି ନାଏକ । ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରିସ୍ଥିତି ଗୁରୁତର ଯୋଗୁଁ ବାରିପଦା ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।