ବରୀ : ଶୈଳବାଳା ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ବିରୂପା ଉଚ୍ଚ ବିଦ୍ୟା ପୀଠ ମହାକାଳପଡା ସ୍କୁଲ ପରିସରରେ ପିଲାମାନଙ୍କ ମଧ୍ୟରେ ଏକ ସାଧାରଣ ଜ୍ଞାନ ପରୀକ୍ଷା କାର୍ଯକ୍ରମ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆରମ୍ଭ କରାଯାଇଥିଲା କୋରାନା ହେତୁ ଧିମେଇ ଯାଇଥିବା ପଠପଢ଼ାକୁ ପୁଣି ଥରେ ନବଜାଗ୍ରୁତ କରିବା ପାଇଁ ଶୈଳବାଳା ଚାରିଟେବୁଲ ଟ୍ରଷ୍ଟର ଏକା ଛୋଟିଆ ପ୍ରୟାସ ବରିଷ୍ଠ ପ୍ରଧାନ ଶିକ୍ଷକ ବିକାଶରଞ୍ଜନ ସାମଲ ଏବଂ ଉକ୍ତ ସ୍କୁଲ ର ସମସ୍ତ ଶିକ୍ଷକ ସିଖେୟତ୍ରି ଯୋଗଦେଇ ସହଯୋଗ କରିବା ସହିତ ତାଙ୍କର ବହୁମୂଲ୍ୟ ସମୟ ଦେଇଥିଲେ ଏଥି ସହିତ 40 ଜଣ ଛାତ୍ର ଛାତ୍ରୀ ଏଇ ସାଧାରଣ ଜ୍ଞାନ ପରୀକ୍ଷାରେ ଭାଗ ନେଇଥିଲେ ତଥା ଶୈଳବାଳା ଟ୍ରଷ୍ଟ ର ସଭାପତି ଶ୍ରୀକାନ୍ତ ମଲିକ ଏବଂ ବିରୁପା ଉଚ୍ଚ ବିଦ୍ୟା ପୀଠର ପ୍ରଧାନ ଶିକ୍ଷକ ବିକାଶରଞ୍ଜନ ସାମଲ ପିଲାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥଲେ ଏଥିସହିତ ସମାଜସେବୀ ରାଜକିଶୋର ମଲିକ, ଏବଂ ଶୈଳବାଳା ଟ୍ରଷ୍ଟ ର ସଦସ୍ୟ ଦିବ୍ୟରଞ୍ଜନ ମଲିକ,ରାଜେଶ ମଲିକ ଯୋଗଦେଇଥିଲେ ସମାଜର ଉପକାର ପାଇଁ ଶୈଳବାଳା ସଂଗଠନର ଗୁଣ୍ଡୁଚି ପରି ଏକ ପ୍ରୟାସl ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ସଦସ୍ୟ ବନ୍ଧୁଙ୍କୁ ଅଶେଷ ଧନ୍ୟବାଦl