କଣ୍ଟାବାଞ୍ଜି – ବଙ୍ଗୋମୁଣ୍ଡା ବ୍ଲକ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଠାରେ ଯୁକ୍ତ ୩ ଫାଇନାଲ ପଢ଼ି ସାରିଥିବା ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ମୋଟ ୧୫୦ ଛାତ୍ର ଛାତ୍ରୀ ତିନି ବର୍ଷ ଅଧ୍ୟୟନ କରି ସରିବା ପରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଛାତ୍ର ଛାତ୍ରୀ ମାନେ ୨୦୧୯ ମସିହାରେ କଲେଜରେ ଦାଖଲ ହୋଇଥିଲେ ତେବେ ଏହି ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ସିତାରାମ ପାଣିଗ୍ରାହୀ ଅଧ୍ୟାପକ ଭାସ୍କର ମେହେର, ଡିଲେଶ୍ୱର ନିଆଲ,ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।