ଶନିବାର ଦିବା ୯ ଘଟିକା ସମୟରେ ଆଳି ,ଅଟାଳ ଗ୍ରାମ ପଞ୍ଚାୟତ ରଉତ୍କଳମଣି ନୋଡାଲ ଉଚ୍ଚ ବିଦୟାପିଠ ଅଟାଳ, ଠାରେପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣଉପରେ କାର୍ଯ୍ୟକ୍ରମ ଆୟୋଜନ କରାଇଥିଲା।ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତଜଗତାନନ୍ଦ ବଳ , ମୁଖ୍ୟ ବକ୍ତା ରୂପେ ପ୍ରାକ୍ତନଶିକ୍ଷା ଅଧିକାରୀ ନରହରି ପାତ୍ର ଓ ସମ୍ମାନିତଅତିଥି ରୂପେ ଗାଳ୍ପିକ ଶରତ କୁମାର ତ୍ରିପାଠୀ,ଜନପ୍ରତିନିଧି ଅଚ୍ୟୁତାନନ୍ଦ ବଳ ଓ ଗୋବିନ୍ଦ ନନ୍ଦଯୋଗଦାନ କରିଥିଲେ । ଆମ ସୁନା ସକାଳ ରସମ୍ପାଦକ ଅକ୍ଷୟ କୁମାର ପଣ୍ଡା ସଂଯୋଜନାଓ ସଞ୍ଜୟ କୁମାର ବେହୁରା ସଭା ପରିଳନାକରିଥିଲେ । ଉକ୍ତ ସଭାରେ ଆଲୋଚ୍ୟ ବିଷୟ ଉପରେ ସମସ୍ତେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣଉପରେ ହୋଇଥିବା ବକୃତା ପ୍ରତିଯୋଗୀତାରେସିନିୟର୍ ଗୃପ ର ଲିସା ନାୟକ ପ୍ରଥମ, ଜିତେନ୍ଦ୍ରତରାଇ ଦ୍ଵିତୀୟ ଓ ଅଜିତ ରାଉତ ତୃତୀୟ ସ୍ଥାନଅଧିକାକରିଥିଲେ । ଜୁନିଅର ଗୃପର ବର୍ଷା ରାଣୀଟାଡୁ ପ୍ରଥମ, ପ୍ରସାନ୍ତ ଦାସ ଦ୍ଵିତୀୟ ଓ ପ୍ରୀତିପୂର୍ଣ୍ଣାଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ପ୍ରତିଯୋଗୀତାରେ ବିଜୟୀ ଲାଭ କରିଥିବା ସମସ୍ତଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ପରିଶେଷରେ ବିଦ୍ୟାଳୟ ର ଶିକ୍ଷକ ସଞ୍ଜୟକୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଦ୍ଵିତୀୟ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଶିକ୍ଷକଶିକ୍ଷୟିତ୍ରୀମାନେ ବୃକ୍ଷ ରୋପଣ କରି ଥିଲେ ।ନିଜ ନିଜ ଅଞ୍ଚଳରେ ସବୁଜ ବଳୟସୃଷ୍ଟି କରିବା ପାଇଁ ଶପଥ ନେଇଥିଲେ ।