କଥା ଦେଇ କଥା ରଖିଲେ୩୭ ଜିଲ୍ଲ ପରିଷଦସଭ୍ୟା ଜେମା ଚାଖି

କୁହିକା – ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ କୁହିକା ପଞ୍ଚାୟତ ଜେମାଦେଇପୁର ଗ୍ରାମବାସୀଙ୍କ ଗ୍ରାମର ମୁଖ୍ୟ ଦାବୀ ରୂପେ ଗ୍ରାମକୁ ରାସ୍ତା ଓ ଗ୍ରାମବାସୀଙ୍କ ବାର୍ତ୍ତା ଆଳାପ ଏବଂ ଗ୍ରାମ ବୈଠକ ପାଇଁ ଏକ କ୍ଲବ ଘର ଟିକେ ଦରକାର ବୋଲି ଦାବି ଉପସ୍ଥାନ କରିଥିଲେ। ନିର୍ବାଚନ ବିଜୟ ହେବା ପରେ ଜିଲ୍ଲା ପରିଷଦ ଗ୍ରାମବାସୀଙ୍କ ଦାବିକୁ ପୁରଣ କରିବାକୁ ଯାଇ ମାନ୍ୟବର ସୁକିନ୍ଦା ବିଧାୟକ ଇ଼ଂ ପ୍ରିତୀରଞ୍ଜନ ଘଡ଼ାଇଙ୍କ ସହାୟତାରେ ରୋଡ଼ ଓ କ୍ଳବ୍ ଘର ନିର୍ମାଣ ପାଇଁ ୧୫ ଓ ୧୦ ଲକ୍ଷ ଟଙ୍କା ସଂଶନ କରି ପ୍ରକଳ୍ପର ଶୁଭ ଦେବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରିଥିଲେ ୩୭ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଶ୍ରୀମତୀ ଜେମା ଚାଖି। ସମ୍ନାନ ଅତିଥି ଭାବେ ମହେଶ୍ୱର ନାୟକ, ନ୍ୟାୟ ସରପଞ୍ଚ ଲକ୍ଷ୍ମୀ ବୁଲିଉଳି, ଲକ୍ଷ୍ମୀଧର ମୁଣ୍ଡା ସହିତ ଗ୍ରାମର ମୁରବୀ ତୁଲ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.