ପ୍ରତିଶ୍ରୁତି ରକ୍ଷା କଲେ ବିଧାୟକ ଇଂ ପ୍ରୀତି ରଞ୍ଜନ ଘଡାଇ

ବିଶ୍ଵ ଶ୍ରମିକ ଦିବସ ରେ ପ୍ରାଣ ହରାଇଥିବା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗନ୍ଧାପାଳ ଗ୍ରାମର ଚିତ୍ତରଞ୍ଜନ ବାରିକଙ୍କୁ ସୁକିନ୍ଦା ବିଧାୟକ ଇଂ ପ୍ରୀତି ରଞ୍ଜନ ଘଡାଇ ଦ୍ଵାରା ‌ଦେଇଥିବା ପ୍ରତିଶ୍ରୁତି ଆଜି ପୂରଣ କଲେ ବିଧାୟକ ନିର୍ଦ୍ଦଶ କ୍ରମେ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧିର।ଡିକୁମାରୀ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସ୍ବଇଚ୍ଛାରେ ନିଜର ଅଧା ଦିନର ଦରମା ୧.୩୯.୭୭୫ଟଙ୍କା ପରିବାର ବର୍ଗଙ୍କୁ ଦେଇ ତାଙ୍କର ବଡ଼ଭାଇ ଆଲୋକ ବାରିକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କଲେ ସୁକିନ୍ଦା ରିଜିୟନ୍ କୁମ୍ରାଇଟ୍ ମାନିସ୍ ର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧିର।

Leave A Reply

Your email address will not be published.